କାର୍ତ୍ତିକ ପୂର୍ଣ୍ଣିମାରେ ଚଳିତ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ

ନୂଆଦିଲ୍ଲୀ: ନଭେମ୍ବର ୩୦ ତାରିଖରେ ଏବର୍ଷର ଶେଷ ଚନ୍ଦ୍ର ଗ୍ରହଣ ସଂଘଠିତ ହେବ। ସୋମବାର କାର୍ତ୍ତିକ ପୂର୍ଣ୍ଣିମାରେ ପଡୁଥିବା ଏଥର ଏହି ମହାଜାଗତିକ ଘଟଣା ହେଉଛି ଏକ ‘ଉପଛାୟା ଚନ୍ଦ୍ର ଗ୍ରହଣ’। ଚନ୍ଦ୍ର ପୃଥିବୀ ଛାୟାର ବାହ୍ୟ ଭାଗ ଦେଇ ଗତି କରିବା ବେଳେ ‘ଉପଛାୟା ଗ୍ରହଣ’ ସଂଘଠିତ ହୋଇଥାଏ। ସୂର୍ଯ୍ୟ, ପୃଥିବୀ ଏବଂ ଚନ୍ଦ୍ର ଠିକ୍‌ ଭାବରେ ଗୋଟିଏ ସରଳ ରେଖାରେ ଅବସ୍ଥାନ ନ କରିବା ଯୋଗୁଁ ଏ … Continue reading କାର୍ତ୍ତିକ ପୂର୍ଣ୍ଣିମାରେ ଚଳିତ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ